କରୋନା ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଭୁବନେଶ୍ୱରରେ ସୂର୍ଯ୍ୟନଗର, ସୁନ୍ଦରପଦା, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି; ରାଜ୍ୟରେ ଏଯାବତ ୨୪୪୧ଟି ନମୁନା ପରୀକ୍ଷଣ କରାଯାଇଛି, ୨୪୪୧ରୁ ୪୨ଟି ପିଜିଟିଭ, ୨ ସୁସ୍ଥ ଓ ଜଣଙ୍କ ମୃତ୍ୟ ଘଟିଛି

You might also like