କରୋନା ଚିକିତ୍ସା ସଂପର୍କରେ ଅଶ୍ୱିନୀ ହସ୍ପିଟାଲ MD ଡାକ୍ତର ମାୟା ଗନ୍ତାୟତ କହିଲେ- କରୋନା ଅନ୍ୟ ଇନ୍‌ଫ୍ଲୁଏଞ୍ଜା ଭଳି ଏକ ଭାଇରାଲ ରୋଗ, ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ହୋଇଥାଏ, ୯୦-୯୨% କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ, ବେଶୀ ଭୟଭୀତ ନହୋଇ ନିୟମ ମାନିବା

You might also like