କରୋନା ଚିକିତ୍ସା ସଂପର୍କରେ ଅଶ୍ୱିନୀ ହସ୍ପିଟାଲ MD ଡାକ୍ତର ମାୟା ଗନ୍ତାୟତ କହିଲେ- ସଂକ୍ରମଣ ଭୟ ଥିବାରୁ ଘରକୁ ଯାଇପାରୁନାହାନ୍ତି ଡାକ୍ତର ଓ ନର୍ସ; ଡାକ୍ତରମାନଙ୍କ ପାଇଁ ଏକ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି; ନର୍ସ ଓ ପାରାମେଡିକ ଷ୍ଟାଫ୍‌ ରହିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା ହୋଇଛି

You might also like