କରୋନା ଅପଡେଟ ନେଇ SRC ପ୍ରଦୀପ ଜେନା କହିଲେ- ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ୱର ବିମାନ ଆସିବ; ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଯାଆସ ହୋଇଛି, ସ୍ୱତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ଗାଇଡଲାଇନ କରିଛି; ଆସିବାକୁ ଥିବା ଲୋକେ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିବେ

You might also like