କରୋନା ଅପଡେଟ ନେଇ SRC ପ୍ରଦୀପ ଜେନା କହିଲେ- ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ଘରେ ପହଞ୍ଚି ହୋମ୍‌ ବା ପେଡ୍‌ କ୍ୱାରେଣ୍ଟାଇନରେ ରହିବେ, କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ; କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲଗାଯିବ, କାହାରି ଦେହ ଖରାପ ହେଲେ ନିଜେ ହସ୍ପିଟାଲ ଯିବେନି

You might also like