କରୋନା ଅପଡେଟ ନେଇ SRC ପ୍ରଦୀପ ଜେନା କହିଲେ- ବିମାନଯାତ୍ରୀଙ୍କ ତଥ୍ୟ ନେଇ ସଂପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ, ବିମାନରୁ ଥରକେ ୨୦ ଜଣିଆ ଗ୍ରୁପରେ ଯାତ୍ରୀଙ୍କୁ ଓହ୍ଲାଯିବ, ଟର୍ମିନାଲ ବାହାରେ ସ୍କ୍ରିନିଂ କରାଯିବ ଓ ହାତରେ ଷ୍ଟାମ୍ପ ଲଗାଯିବ; ଲକ୍ଷଣ ଦେଖାଗଲେ କୋଭିଡ ହସ୍ପିଟାଲ ପଠାଯିବ

You might also like