କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶିତ, କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା ୧୧ତମ ସ୍ଥାନରେ, ପ୍ରଥମରେ ଚଣ୍ଡିଗଡ଼, ଦ୍ୱିତୀୟରେ ମେଘାଳୟ ଓ ତୃତୀୟରେ ରାଜସ୍ଥାନ, ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା

You might also like