କମିଲା କର୍ପୋରେଟ୍ ଟ୍ୟାକ୍ସ; ନୂଆ ଘରୋଇ କମ୍ପାନୀକୁ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିଶ୍ରୁତି,୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନୀ ୨୨% ଟ୍ୟାକ୍ସ ଦେବେ। ୨୨% ଟିକସ ଦେଉଥିବା କମ୍ପାନୀକୁ ଅନ୍ୟ ଟିକସ ଛାଡ଼ ସୁବିଧା ମିଳିବନି।

You might also like