କଣ୍ଟାବାଞ୍ଜି: ହରିଶଙ୍କର ଷ୍ଟେସନ ନିକଟରେ ବିଶାଖାପାଟଣା-ଭଗତକିକୋଠି ଏକ୍ସପ୍ରେସ୍‌ର ଦ୍ୱିତୀୟ ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିବା ପରେ ଅଟକିଲା ଟ୍ରେନ୍‌; ଧୂଆଁ ବନ୍ଦ କରାଯିବା ପରେ ଟ୍ରେନ ଛାଡ଼ିଲା, ଧନଜୀବନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା

You might also like