କଣ୍ଟାବାଞ୍ଜି: ତୁରେଇକେଲା ଥାନା ପଣ୍ଡରେନ୍ ଗାଁରେ ୮ ବର୍ଷର ଭାଇକୁ ନୃଶଂସ ଭାବେ ହତ୍ୟା । କପା ବିଲରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସମ୍ପର୍କୀୟ ଭାଇ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାଇକୁ ହତ୍ୟା କରିଥିବା ଅଭିଯୋଗ । ଅଭିଯୁକ୍ତ ଫେରାର, ତୁରେଇକେଲା ପୋଲିସର ତଦନ୍ତ ଜାରି

You might also like