କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ବଡ଼ ରାୟ: ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀ ଫେରିପାଇବେ ଟଙ୍କା, ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ; #RI ଓ ପଞ୍ଚାୟତ ସ୍ତରରେ ଚିହ୍ନଟ ଅନୁସାରେ ଜମାକାରୀ ଟଙ୍କା ପାଇବେ, ଅନଲାଇନ୍‌ରେ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ

You might also like