କଟକ ସହରର ୪ଟି ପରିବା ବଜାର ସ୍ଥାନାନ୍ତରଣ କଲା କମିଶନରେଟ ପୁଲିସ୍: ନୟାସଡ଼କରେ ବସୁଥିବା ମାର୍କେଟ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର, ବାଲୁବଜାରର ଅନ୍ୟ ଦୋକାନୀ ୧୨ ଫୁଟ ବ୍ୟବଧାନରେ ବସିବେ, କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିଟାଲ ନିକଟ ୪ ଲେନ୍‌କୁ ସ୍ଥାନାନ୍ତର

You might also like