କଟକ-ଭୁବନେଶ୍ୱର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା; ଆଜି ଦିନ ୧୧ଟା ୩୦ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସୂଚନା; ରାସ୍ତାଘାଟ ଭଲ ଭାବେ ଦିଶିବନି, ପାଣି ଜମିପାରେ, ଟ୍ରାଫିକ ଜାମ୍ ହୋଇପାରେ; ଚାଲିବା ବେଳେ ମ୍ୟାନ୍‌ ହୋଲ୍ ଉପରେ ନଜର ରଖନ୍ତୁ; ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ରର ପରାମର୍ଶ

You might also like