କଟକ: ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲର କିଛି ଛାତ୍ର କରୋନା ସଂକ୍ରମିତ ଆଶଙ୍କା ।ସଂକ୍ରମଣ ବଢିବା ଆଶଙ୍କାରେ ପରୀକ୍ଷା ବନ୍ଦ କରିବାକୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ।ଆସନ୍ତାକାଲି ଠାରୁ ହେବାକୁ ଥିବା ପରୀକ୍ଷା ବନ୍ଦ କରିବା ଲାଗି ଦାବି ।

You might also like