କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିର ଏ.ଆର୍ ରେହମାନ ଶୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ଦିନ ୨ଟା ୩୦ରୁ ଖୋଲିବ ଷ୍ଟାଡିୟମ ଗେଟ୍, ୫ଟା ୩୦ରେ କାର୍ଯ୍ୟକ୍ରମ, ପାଣି ବୋତଲ, ବ୍ୟାଗ୍, ଫଳ, ବିସ୍କୁଟ ପ୍ୟାକେଟ, ମିରର୍ ନେବାକୁ ମନା, କେବଳ ମହିଳାମାନେ ଷ୍ଟାଡିୟମ ଭିତରକୁ ବ୍ୟାଗ୍ ନେଇପାରିବେ

You might also like