କଟକ: ପିଠା କାର୍ଯ୍ୟକ୍ରମ ବେଳେ ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସ୍ୱାମୀ, ପୁଅଙ୍କୁ ମାଡ଼, କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହ ରିଭଲଭରେ ପିଟିଥିବା ଅଭିଯୋଗ, ଚାଉଳିଆଗଞ୍ଜ ଥାନାରେ ଏତଲା

You might also like