କଟକ: ଜଗତପୁରର ଏକ ଚା ଦୋକାନରୁ ବ୍ରାଉନସୁଗାର ଜବତ । ଦୋକାନୀ ସମେତ ୨ ଗିରଫ; ୨୭୦ ଗ୍ରାମ ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବା ସୂଚନା ।

You might also like