କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ-ରାଜ୍ୟରେ କଂଗ୍ରେସର ଭୋଟ୍‌ ହାର କମିଛି ଓ କଂଗ୍ରେସର ବିପର୍ଯ୍ୟୟ ହୋଇଛି। ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି

You might also like