ଓଡ଼ିଶାର ଚତୁର୍ତ କରୋନା ରୋଗୀ ଜଣକ ୧୮ ତାରିଖରେ ବିମାନରେ ଦୁବାଇରୁ ଆସି କୋଲ୍‌କାତାରେ ପହଞ୍ଚିଥିଲେ, କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାୱଡ଼ା ଷ୍ଟେସନ ଯାଇଥିଲେ। ହାୱଡ଼ା ଷ୍ଟେସନ୍‌ରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ରେ ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିବା ପରେ ଭଡ଼ା ଅଟୋରେ ଘରକୁ ଆସିଥିଲେ

ମିଳିଲା ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ: ସେ ୧୮ ତାରିଖରେ ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ, କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାୱାଡ଼ା ଷ୍ଟେସନ ଯାଇଥିଲେ; ହାୱାଡ଼ା ଷ୍ଟେସନରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସରେ ଭଦ୍ରକ ଆସିଥିଲେ, ଭଦ୍ରକ ରେଳ ଷ୍ଟେସନରୁ ଭଡ଼ା ଅଟୋରେ ଘରକୁ ଯାଇଥିଲେ

 

You might also like