ଓମାନ ରାଜଧାନୀ ମସ୍କଟରେ ୧୭ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା: ଶ୍ରମିକଙ୍କୁ ନେଇଥିବା କଂପାନୀ ଦରମା କିମ୍ବା ଖାଇବାକୁ ଦେଉନଥିବା ଅଭିଯୋଗ, ନିର୍ଯାତନା ନେଇ ଏକ ଭିଡିଓ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି ଶ୍ରମିକ

You might also like