ଓଡ଼ିଶାରେ ୧୭ ଲକ୍ଷ ଟିକା ମହଜୁଦ । ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି । ୪୦ ଲକ୍ଷ ଡୋଜ୍ ପହଞ୍ଚି ସାରିଛି, ୨୩ ଲକ୍ଷ ଡୋଜ୍ ଦିଆସରିଛି । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

You might also like