ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣା; OUJ ସଭାପତି ପ୍ରସନ୍ନ ମହାନ୍ତି ଘଟଣାକୁ ନିନ୍ଦା କରିବା ସହ ଅମଲାଙ୍କ ବେଖାତିର ମନୋଭାବକୁ ବିରୋଧ କରି ଏକ ହେବାକୁ ସାମ୍ବାଦିକଙ୍କୁ ଆହ୍ୱାନ କଲେ, କାଲି ଓଟିଭି ପ୍ରତିନିଧିଙ୍କୁ ଗେଟ୍ ଆଉଟ୍ କହିବା ସହ ବୁମ୍ ଠେଲି ଦେଇଥିଲେ କ୍ରୀଡ଼ା ସଚିବ

You might also like