ଓଟିଭି ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗ: ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ କହିଲେ- ଏହା ଦଳୀୟ ନିଷ୍ପତ୍ତି ନୁହେଁ, ଦଳୀୟ ନିଷ୍ପତ୍ତି ହୋଇଥିବା ନେଇ ମୋ ପାଖରେ ଖବର ନାହିଁ, ବିଧାନସଭାରେ ଯାହା ଦେଖାଗଲା, ସେସବୁ ଦୁର୍ଭାଗ୍ୟଜନକ, ଭବିଷ୍ୟତରେ ଯେମିତି ପୁନରାବୃତ୍ତି ନହେବ ସେ ନେଇ ବାଚସ୍ପତିଙ୍କୁ ଅନୁରୋଧ କରିବୁ

You might also like