ଓଟିଭିକୁ ସରକାରୀ ଖବର ନଜଣାଇବାକୁ ପ୍ରୟାସ: ପ୍ରେସ୍‌ମିଟ୍‌ ବେଳେ ନିଜ ଚାମ୍ବରରୁ ବାହାରି ଯିବାକୁ ଓଟିଭି ପ୍ରତିନିଧିଙ୍କୁ କହିବା ସହ ବୁମ୍‌ ଠେଲିଦେଲେ କ୍ରୀଡ଼ା ସଚିବ ବିଶାଳ ଦେବ; କହିଲେ- ଏହା ପାର୍କ ନୁହେଁ କି ପବ୍ଲିକ ପ୍ଲେସ୍ ନୁହେଁ, ମୁଁ ତୁମକୁ ଡାକି ନାହିଁ, ଚାମ୍ବରକୁ କାହିଁକି ଆସିଛ, ବାହାରି ଯାଅ

You might also like