ଏକ ହତ୍ୟା ମାମଲାରେ ଗଦାଧରପୁର ସରପଞ୍ଚ ଶରତ ସ୍ୱାଇଁଙ୍କ ସହ ୧୦ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଆଠଗଡ଼ର ଅତିରିକ୍ତ ସେସନ୍ସ କୋର୍ଟ, ୨୦୧୨ରେ ତିଗିରିଆ ଥାନା ଗଦାଧରପୁରର ପ୍ରଦୀପ ରାଉତଙ୍କୁ ହତ୍ୟା କରାଯାଇଥିଲା

You might also like