ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାଂସଦ ଭାସ୍କର ରାଓଙ୍କ ଧମକ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କହିଲେ- ମିଡିଆକୁ ଯେଭଳି ଧମକ ଦିଆଗଲା, ତାହା ଅଗଣତାନ୍ତ୍ରିକ, ସରକାର ଗୁଣ୍ଡା ରଖି ପାଟି ବନ୍ଦ କରାଇ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି

You might also like