ଉତ୍ତର ଆନ୍ଧ୍ର କାକିନଡ଼ା ନିକଟରେ ଅତିକ୍ରମ କଲା ଗଭୀର ଅବପାତ; ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ସ୍ଥଳଭାଗ ଛୁଇଁଲା; ପ୍ରଭାବରେ ଉତ୍ତର ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା; ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ- IMD ଡିଜି; ଦ୍ୱିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ #Odisha

You might also like