ଇସ୍ତାହାର କମିଟି ଅଧ୍ୟକ୍ଷରୁ ହଟିବା ପରେ ଶ୍ରୀକାନ୍ତ ଜେନାଙ୍କ ମନ୍ତବ୍ୟ ପ୍ରସଙ୍ଗରେ ତାରା ବାହିନୀପତି କହିଲେ-ଶ୍ରୀକାନ୍ତ ନିଜକୁ ସମୀକ୍ଷା କରିବା ଦରକାର, ସେ ଦଳର କ୍ଷତି କଲେଣି; ରାହୁଲ, ନିରଞ୍ଜନ ବିଚାର କରିବା ଦରକାର

You might also like