ଆସିକା ପୁଲିସ ଦ୍ୱାରା ଅପହୃତ ଠିକାଦାର ପ୍ରସନ୍ନ ଗୌଡ଼ ଉଦ୍ଧାର, ପୁଟିବାଡ଼ି-ପଥରା ରାସ୍ତାରୁ ଉଦ୍ଧାର କରି ଥାନାକୁ ଆଣିଲା ପୁଲିସ, ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଠିକାଦାରଙ୍କୁ ଅପହରଣ କରାଯାଇଥିଲା

You might also like