ଆସିକା: ନାରାୟଣପୁର ଶାସନରେ ସ୍ୱାମୀ ସହ କଳହକୁ ନେଇ ନିଜ ୪ ମାସର ଶିଶୁପୁତ୍ରକୁ ମା’ ତଣ୍ଟିଚିପି ମାରି ଦେଇଥିବା ଅଭିଯୋଗ, ପୁଲିସ ନିକଟରେ ଅଭିଯୋଗ କଲେ ସ୍ୱାମୀ

You might also like