ଆସିକା: ଚୋର ସନ୍ଦେହରେ ଯୁବକକୁ ପିଟି ପିଟି ହତ୍ୟା ଅଭିଯୋଗ। ପୋଲସରା ଥାନା ରାଣୀପଡ଼ାର ଗଙ୍ଗା ତାଣ୍ଡି ନାମକ ଯୁବକଙ୍କୁ ହତ୍ୟା। ଗଙ୍ଗାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଲେ ପରିବାର ଲୋକ।

You might also like