ଆସିକା: ଚୋର ସନ୍ଦେହରେ ଯୁବକକୁ ପିଟି ପିଟି ହତ୍ୟା ଅଭିଯୋଗ। ପୋଲସରା ଥାନା ରାଣୀପଡ଼ାର ଗଙ୍ଗା ତାଣ୍ଡି ନାମକ ଯୁବକଙ୍କୁ ହତ୍ୟା। ଗଙ୍ଗାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଲେ ପରିବାର ଲୋକ। Edited By OTV Khabar Bureau | By OTVkhabar Bureau On Jan 6, 2021 Share Share