ଆସନ୍ତା ୩୦ ଯାଏଁ ପାଗ କୋହଲା ରହିବ, ଥଣ୍ଡା ଅନୁଭୂତ ହେବ; ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ବି ହୋଇପାରେ: ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ

You might also like