ଆମିକସ୍ କ୍ୟୁରିଙ୍କ ସହ ଶ୍ରୀମନ୍ଦିର ସଂସ୍କାର ନେଇ ବୈଠକ ପରେ ଗଜପତି ମହାରାଜା କହିଲେ- ଶ୍ରୀମନ୍ଦିର ସଂସ୍କାର ନିହାତି ଅପରିହାର୍ଯ୍ୟ, ୧୯୬୦ରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଲେ, ହେଲେ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେଇନାହାନ୍ତି

You might also like