ଆନନ୍ଦପୁର: ବୈତରଣୀ ବ୍ୟାରେଜ୍‌ରେ ସେଲ୍‌ଫି ନେଲା ବେଳେ ନଦୀକୁ ଖସିପଡ଼ି ଜଣେ ଇଂଜିନିୟରିଂ ଛାତ୍ର ନିଖୋଜ, କଟକ ବୋଷ ଇଂଜିନିୟରିଂ ସ୍କୁଲର ୩ ଛାତ୍ର ବାଇକ୍‌ରେ ଘଟଗାଁ ତାରିଣୀ ବୁଲିବାକୁ ଯାଇଥିଲେ, ନିଖୋଜ ଛାତ୍ର ଯାଜପୁର ଅଞ୍ଚଳର ବୈଲୋଚନ ସାମଲ

You might also like