ଆଠଗଡ଼: ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ମହାଳପଡ଼ାର ଜଣେ ଯୁବକଙ୍କୁ ହତ୍ୟା; ଗଣେଶ ପୂଜାରେ ଘଣ୍ଟିଖାଲ ଯାଇଥିଲା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ, ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଉତ୍ତେଜନା

You might also like