ଆଜି ରାଜ୍ୟରେ ଆଉ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦,୪୭୬ରେ ପହଞ୍ଚିଲା

You might also like