ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଗଂଜାମରୁ ସର୍ବାଧିକ ୪୯ ସୁସ୍ଥ, ଖୋର୍ଦ୍ଧାରୁ ସୁସ୍ଥ ହେଲେ ୨୪ ଜଣ, ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟ ମୋଟ ସୁସ୍ଥ ସଂଖ୍ୟା ୫୫୦୨

You might also like