ଆଜି ବଲାଙ୍ଗିର ଜିଲ୍ଲାରୁ ଚିହ୍ନଟ ୧୬ ପଜିଟିଭରୁ କେବଳ ସହରରୁ ୧୩, ହାତୀଶାଳପଡ଼ା ଓ ଲକ୍ଷ୍ମୀଜୋର କଣ୍ଟେନମେଣ୍ଟରୁ ୧୩ ପଜିଟିଭ ଚିହ୍ନଟ, ଏହି ୧୩ ଜଣଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ କନ୍ୟା ଥିବା ସୂଚନା

You might also like