ଆଜି ଅପରାହ୍ନରେ ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ ଉଦଘାଟନ କରିବେ ପୋଲିସ ଡିଜି। ଆଇନ ଶୃଙ୍ଖଳା, ମାଓ ମୁକାବିଲା ନେଇ ହେବ ଆଲୋଚନା। ଅଭିଜ୍ଞତା ବାଣ୍ଟିବେ ବରିଷ୍ଠ ଅଧିକାରୀ।

You might also like