ଆଜିଠୁ ୭ ତାରିଖ ଯାଏ ବିଜେପିର ମଣ୍ଡି ଚାଲ ଅଭିଯାନ: ସବୁ ମଣ୍ଡି ଆଗରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ, କୃଷି ଋଣ ଛାଡ଼ ଦାବିରେ ୮ରେ ସଚିବାଳୟ ଘେରାଉ କରାଯିବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

You might also like