ଅମ୍ପନର ଲ୍ୟାଣ୍ଡଫଲ‌ ପ୍ରକ୍ରିୟା ଆରମ୍ଭ ହୋଇଛି ଦିନ ୨ଟା ୩୦ରୁ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍‌,  ସୂଚନା ଦେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ, ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି, ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ‌ ଜାରି ରହିବ

You might also like