ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକେଜ୍, ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି, ରାସ୍ତାର ଉଭୟ ପାଖରେ ଶତାଧିକ ଗାଡି ଅଟକି ରହିଛି, ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି, ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡି ଗ୍ୟାସ୍ ଲିକେଜ୍ କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି, ତେବେ ଗାଡି ନିକଟକୁ ନ ଯିବା ପାଇଁ ଲୋକଙ୍କୁ ପ୍ରଶାସନ ନିବେଦନ କରିଛି

You might also like