ଅନୁଗୁଳ: ବଅଁରପାଳ ଥାନା ଗୋତମରା ନିକଟତରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩୩ ଆହତ; ସମସ୍ତ ଆହତ କେନ୍ଦ୍ରାପଡ଼ାର, ସେମାନେ ପିକ୍‌ନିକ୍ କରିବା ପାଇଁ ରାଉରକେଲା ଯାଉଥିଲେ

You might also like