ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଅଞ୍ଜନାଙ୍କ ଦାବି । ଷଡଯନ୍ତ୍ର ଓ ଷଡଯନ୍ତ୍ରକାରୀଙ୍କୁ ଧରିବା ଲାଗି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଦାବି କଲେ ଅଞ୍ଜନା ।

You might also like