• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Putin
ପୁଣି ଧମକ ଦେଲେ ପୁଟିନ, ଆମେରିକା ମୁଣ୍ଡ ପୁରାଇଲେ ପରମାଣୁ ଆଟାକ୍ କରିବ ଋଷ

ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”

Black Rose Ship
ପୁଣି ହାଇକୋର୍ଟରେ ଉଠିଲା ବ୍ଲାକ୍‌ରୋଜ ବୁଡ଼ି ଘଟଣା

ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।

Matric Exam
ମାଟ୍ରିକ ପରୀକ୍ଷାରେ ପିଲାଙ୍କୁ ଉତ୍ତର ଡାକି ନିଲମ୍ବିତ ହେଲେ ଶିକ୍ଷକ

ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ଘଟଣା ।

Women Trafficking
ଚାକିରିର ପ୍ରଲୋଭନ ଦେଖାଇ ଦୁଇ ଯୁବତୀଙ୍କୁ ବିକ୍ରି ଅଭିଯୋଗ

ମୟୁରଭଞ୍ଜରୁ ନେଇ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିକ୍ରି । ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ବିଶୋଇ ଥାନା ପୋଲିସ ।

weather
ବର୍ଷା ପରେ ପୁଣି ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।

Electoral Bond
କେଉଁ କଂପାନୀ ନିର୍ବାଚନୀ ବଣ୍ଡ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ?

ଗତ ମଙ୍ଗଳବାର ଏହି ତଥ୍ୟ SBI ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାକୁ ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI । 

Mamata Banerjee
ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Prasanna Acharya
ଗ୍ୟାସ୍‌ ଟ୍ୟାଙ୍କରକୁ ଧକ୍କା ଦେଲା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍, ଚୁରମାର ହୋଇଗଲା

ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।

Manmohan Samal
ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ ।

Barunei Pitha
ଶିରି ହରାଇ ଚାଲିଛି ଖୋର୍ଦ୍ଧାର ଐତିହାସିକ ବରୁଣେଇ

୩-୪ ବର୍ଷ ତଳୁ ଆଉ ଝରୁନି ଚିରସ୍ରୋତା ଝରଣା ।

Odisha Politics
ପଞ୍ଚାୟତିରାଜ ପ୍ରତିନିଧିଙ୍କ ପରେ ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି

ସରପଞ୍ଚଙ୍କ ପାରିତୋଷିକକୁ ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ଆଜି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର।

Opium Farming
ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ

ଆହୁରି ଏଭଳି ଅନେକ ଏରିଆ ଅଛି ଯେଉଁଠି, ଏବେ ବି ବେଧଡକ ଚାଷ ଚାଲିଛି।

NAC
୧୩ଟି ଜିଲ୍ଲାରେ ୨୨ଟି ନୂତନ NAC ଗଠନ

୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ କେଉଁଠି ସେଲିବ୍ରେସନ ତ କେଉଁଠି ନିରାଶା। ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ନେଇ ଶାସକକୁ ଘେରିଛି ବିରୋଧୀ।

Odisha Politics
ଖୁବ ଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। 

Water Crisis
ପାଣି ପାଇଁ ଡହଳ ବିକଳ ଆଇଟି ସିଟି ବେଙ୍ଗଳୁରୁ

ଲୋକଙ୍କୁ କେବଳ ଟ୍ୟାଙ୍କର୍ ହିଁ ଭରସା। ତାହା ବି ସମୁଦ୍ରକୁ ଶଙ୍ଖେ। କୁହାଯାଉଛି- ଜୁନ୍ ଜୁଲାଇ ପୂର୍ବରୁ ସ୍ଥିତି ସୁଧୁରିବାର ନାହିଁ।

Odisha Politics
ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି ।

Odisha Politics
ଖୁବଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଶାହଙ୍କ ଘରେ ଜରୁରୀ ବୈଠକ

ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ।

Sambalpur
ସମ୍ବଲପୁରରେ ନାହିଁ ଜୟଙ୍କ ବିକଳ୍ପ ! ରାସେଶ୍ୱରୀଙ୍କ ରାସ୍ତାର କଣ୍ଟା ଦଳୀୟ ନେତା

ଜୟନାରାୟଣଙ୍କୁ ମାତ୍ର ୯ ହଜାର ୯୫୮ ଭୋଟରେ ହରାଇ ଇତିହାସ ରଚିଥିଲେ ରାସେଶ୍ୱରୀ ।

OSEPA
ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।

Haryana Politics
ହରିୟାଣାରେ ଜେଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର କରିବ ବିଜେପି !

ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।