• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Kangaroo Court
ବିବାହତା ମହିଳାଙ୍କୁ ଦୁର୍ବ୍ୟବହାର କରିବାରୁ ଏମିତି ଦଣ୍ଡ ଦେଲେ ଗାଁ ଲୋକେ !

ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।

Criminal
୧୭ ବର୍ଷ ପରେ ଜେଲ୍‌ରୁ ବାହାରି ଏବେ ବାହା ହେଲେ, ପତ୍ନୀଙ୍କୁ କରିବେ ସାଂସଦ

ଜେଲ୍‌ରୁ ବାହାରିବା ପରେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛି । ଆଉ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Amit Shah
ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ ।

Sacred Buddha Relics Return To India
ଭାରତ ଫେରିଲା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ

ଭଗବାନ ବୁଦ୍ଧଙ୍କ ଦୁଇ ଶିଷ୍ୟଙ୍କ ଅବଶେଷ ବି ଫେରିଲା ।

 Raj Thackrey
ଠାକରେଙ୍କୁ ଚେକ୍ ଦେବାକୁ ଠାକରେ ଅସ୍ତ୍ର, ବିଜେପି ସହ ମେଣ୍ଟ କରିବେ ରାଜ ଠାକ୍‌ରେ

ଉଦ୍ଧବ ଠାକରେଙ୍କ କାକା ପୁଅ ଭାଇ ରାଜ୍ ଠାକରେ । ଦିଲ୍ଲୀରେ ଅମିତ ଶାହାଙ୍କ ସହିତ ଆଲୋଚନା ।

Taranjit Singh
ବିଜେପିରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ସୋସିଆଲ ମିଡ଼ିଆ Xରେ ଏକ ଫଟୋ ପୋଷ୍ଟ କରି ତରନଜିତ ସିଂହ ସାନ୍ଧୁଙ୍କୁ ସ୍ୱାଗତ କରିଛନ୍ତି।

Odisha Election
ଏଥର ବିଜେଡି-ବିଜେପି ନା କଂଗ୍ରେସ, କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର..?

କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ? ୨୦ରୁ ୨୫ ଭିତରେ ବିଜେପି-ବିଜେଡି ମେଣ୍ଟ ନେଇ ଭବିଷ୍ୟବାଣୀ ।

Odisha BJP
ଦିଲ୍ଲୀରେ ଝୁଲୁଛି ଓଡ଼ିଶା ରାଜନୀତିର ଭାଗ୍ୟ ! BJPର ମାନସ ମନ୍ଥନ, ହଟୁନି ମେଣ୍ଟ ସସପେନ୍ସ

ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ନଡାଙ୍କ ବୈଠକ । ତୃତୀୟ ପର୍ଯ୍ୟାୟରେ ଆସିପାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ।

Black Rose
ବ୍ଲାକରୋଜ ମାମଲାରେ CBIର ସତ୍ୟପାଠ, ତଦନ୍ତ ଅନୁମତି ଦେଉନାହାନ୍ତି ରାଜ୍ୟ ସରକାର

ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ ।

Sarat Patnaik
୨୪ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ନବୀନ ଠକି ଚାଲିଛନ୍ତି: ପିସିସି ସଭାପତି

ରାଜ୍ୟ ସରକାରଙ୍କୁ କଂଗ୍ରେସର କଡା ସମାଲୋଚନା, ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ ସମାଲୋଚନା ।

Heavy Rain
ଉପକୂଳ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ, ଭୟଙ୍କର ବିଜୁଳି-ଘଡ଼ଘଡ଼ି

ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ ।

Brother - Sister Marriage
ମ୍ୟାରେଜ ସ୍କିମ୍‌ରୁ ଫାଇଦା ପାଇଁ ନିଜ ଭାଇକୁ ବିବାହ କଲା ଭଉଣୀ !

ଭାଇ ଭଉଣୀ ଏଭଳି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଯେଉଁମାନେ ବିବାହ କରୁଥିଲେ, ସେମାନଙ୍କୁ ୫୧ ହଜାର ଟଙ୍କା ସହାୟତା ଦିଆଯାଉଥିଲା ।

Firing
ପରୀକ୍ଷା ଖାତା ନେଇ ଯାଉଥିଲେ ଶିକ୍ଷକ, ଗୁଳି ମାରିଦେଲା ନିଶାସକ୍ତ ପୋଲିସ

ଶିକ୍ଷକ ଜଣକ ଏହାକୁ ପ୍ରତିବାଦ କରିବାରୁ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ନିଶାଶକ୍ତ କନ୍‌ଷ୍ଟେବଳ ଜଣକ । ଆଉ ରାଗି ଯାଇ ଗୁଳି ମାରିଥିଲେ ଶିକ୍ଷକଙ୍କୁ ।

Vote
ସ୍ୱାଧୀନତାର ୭୫ ବର୍ଷ ପରେ ବି ପହଞ୍ଚିପାରିନି ପାଣି-ରାସ୍ତା, ପ୍ରତି ଘରେ ଜରିପାଲ

ସାମାନ୍ୟତମ ମୌଳିକ ସୁବିଧା ବି ଅପହଂଚ । ସରକାରୀ ଯୋଜନା ପହଁଚିବା ସାତ ସପନ ।

Puri BJD
ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରି ଟିକେଟ୍ ଦେବ କି ବିଜେଡି ? 

ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି । 

Odisha Politics
ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।

DGP
'ବେଆଇନ୍ ଅସ୍ତ୍ରଶସ୍ତ୍ର-ନିଶା ଦ୍ରବ୍ୟ ଚାଲାଣ-ଟଙ୍କା କାରବାର ରୋକିବାକୁ ଗୁରୁତ୍ୱ'

ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ।

Unique Marriage
ନିଜ ବିବାହରେ ରକ୍ତ ଓ ଗଛ ଦାନ କରି ଚର୍ଚ୍ଚାରେ ନବ ଦମ୍ପତି

ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ।

Koraput
ପଥର ଉପରେ ବିରାଟ ପାଦ ଚିହ୍ନ, କାହାର ? ଲୋକେ କୁହନ୍ତି ଭୀମ ଆସିଥିଲେ...

ନଦୀ ଶଯ୍ୟାରେ ପଥର ଉପରେ ଥିବା ଏକ ପାଦଚିହ୍ନକୁ ସ୍ଥାନୀୟ ବାସିନ୍ଦା ଭୀମାଖୋଜ ବା ଭୀମାରାଣୀଙ୍କ ପାଦ ଭାବେ ମାନ୍ୟତା ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

Kitchen Garden
ଆଉ ନାହିଁ କିଚେନ୍‌ ଗାର୍ଡେନ୍‌ର ଚିହ୍ନ ବର୍ଣ୍ଣ ! କୁଆଡ଼େ ଗଲା ଯୋଜନା...

ବାଲେଶ୍ୱର ଜିଲ୍ଲାରେ କିଛି ସ୍କୁଲରେ ଗାର୍ଡେନ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲକୁ ସହାୟତା ରାଶି ମିଳିନି । ସ୍କୁଲ୍‌ରେ କିଚେନ୍ ଗାର୍ଡେନର ଅସ୍ତିତ୍ୱ ନଥିବା ବେଳେ ନିଜସ୍ୱ ଚେଷ୍ଟାରେ ଗଛ ଲଗାଇବାକୁ ଉଦ୍ୟମ କରୁଛନ୍ତି ଅନେକ ସ୍କୁଲ୍ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।