• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

School Problem
ବାଃ ବାଃରେ ପ୍ରଶାସନ: ୨୩ ପିଲାଙ୍କ ଲାଗି ୧୩ ଶୌଚାଳୟ

ଏଇଟା ସ୍କୁଲ ନାଁ ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରୀ ନଥିବାରୁ ପାଦେ ପାଦେ ରହିଛି ବିପଦ

momos Viral Video
ମୋମୋ ଦୋକାନ କରିଛନ୍ତି, ଇଂରାଜୀରେ ଅନର୍ଗଳ କଥା ହେଉଛନ୍ତି

ପାଗଳ କରିଦେବ ମୋମୋ ଦୋକାନୀଙ୍କ ଇଂରାଜୀ । ରାସ୍ତା କଡରେ ଛୋଟିଆ ଦୋକାନ କରିଛନ୍ତି ହେଲେ ଇଂରାଜୀ ପୂରା ପ୍ରଫେସର ପରି କହୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

College principle
କଲେଜରେ ପାଠ ପଢ଼ାଉଛନ୍ତି, ସମାଜସେବା ପାଇଁ ବାର୍ତ୍ତା ଦେଉଛନ୍ତି

କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ... ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ୍‌ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ ।

National Teachers’ Award 2023
ଭାରି ପ୍ରିୟ ସୁବାସ ସାର୍‌: ରାଜ୍ୟ ପୁରସ୍କାର ପାଇଥିଲେ, ରାଷ୍ଟ୍ରପତି ପୁରସ୍କାର ପାଇବେ

ଘରେ ଘରେ.. ଗାଁ ଗାଁରେ ସମସ୍ତଙ୍କର ପ୍ରିୟ ସୁବାସ ସାର୍‌ । ଶିକ୍ଷକତା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ, ଏବେ ପୁଣି ଥରେ ରାଷ୍ଟ୍ରପତି ପୁରସ୍କାର ପାଇବେ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।

neem tree
ନିମ ଗଛରେ ଅଛି ଦୈବ ଶକ୍ତି: ଯିଏ ଗଛ ଦେଖୁଛି, ମନସ୍କାମନା ପୂରଣ ହେଉଛି !

ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।

Lord Jagannath
ଅଧ ରାତିରେ ଜଗାର ସ୍ୱପ୍ନାଦେଶ: ମତେ ତୋ ଗାଁକୁ ନେ...

ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି

Migrant Death
ମାଆ ମୁହଁରେ ଆହାର ଦେବାକୁ ଦାଦନ ଯାଇଥିଲା ପୁଅ... ଘରକୁ ଫେରିଲା ଶବ

ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?

Orissa High Court
‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ଅଦାଲତି ଝଟକା ! ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ..

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ...

Jagannath Temple
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ; ଆପତ୍ତି ଉଠାଇଲେଣି ଭକ୍ତ

ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି ।

Retired Jawan
ଖଣ୍ଡା ଓ ମାର୍ତୁଲ ଧରି ଆତଙ୍କ ଖେଳାଇଲେ ଯବାନ; ପୋଲିସ ହେଲା ନାକେଦମ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ହାତରେ ମାରଣାସ୍ତ୍ର ଧରି ସର୍ବସାଧାରଣରେ ଆତଙ୍କ ଖେଳାଇଲେ । ତେବେ ଯବାନ ଜଣକ କାହାକୁ ଆକ୍ରମଣ କରିନଥିଲେ ବରଂ ଅଭିଯୋଗର ଲମ୍ବା ତାଲିକା ଦେଖାଇ ପୋଲିସ ଓ ପ୍ରଶାସନ ଉପରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ । ହେଲେ କାହିଁକି ଏମିତି...

BJD Infighting
ବିଜେଡିକୁ ମହଙ୍ଗା ପଡ଼ିବ ଗୋଷ୍ଠୀ କନ୍ଦଳ ! ବିପିନଙ୍କ ଖେଳ ଖତମ୍‌, ପୁରୀରେ ପାଟିତୁଣ୍ଡ

ବିଜେଡ଼ିରେ ତେଜୁଛି ବିଦ୍ରୋହର ସ୍ୱର । ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାରେ ଘଳିଆ ପଡ଼ିବା ଅବସ୍ଥା ହେଲାଣି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ବିରୋଧର ସ୍ୱର ଉଠାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କୁ ୨୪ ଘଣ୍ଟା...

‘One Nation One Election’
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’; ରାମନାଥଙ୍କୁ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା

‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍‌ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ...

Aditya L1
ମିଶନ୍ ଆଦିତ୍ୟ ପାଇଁ କାଉଣ୍ଟଡାଉନ୍; ଚନ୍ଦ୍ରଯାନ ଭଳି ସୂର୍ଯ୍ୟଯାନରେ ବି ଲାଗିଛି ଓଡ଼ିଶା ଯନ୍ତ୍ର

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ...

ରାଜଧାନୀରେ ସ୍ୱାୟତ୍ତ ଶାସନ ପାଳନ
ଆଜି ସ୍ୱୟାତ୍ତ ଶାସନ ଦିବସ

ଆଜି ସ୍ୱୟାତ୍ତ ଶାସନ ଦିବସ । ଝଲସୁଛି ବିଏମସି ଅଫିସ୍‌...ବିଭିନ୍ନ ୱାର୍ଡରେ ନୂଆ ପ୍ରକଳ୍ପର ଶିଳାନ୍ୟାସ ...ହେଲେ ରାଜଧାନୀର ଅନେକ ରାସ୍ତାରେ ଜମିଛି ପାଣି...ଉଠିଯାଇଛି ପିଚୁ ଯାହାକୁ ନେଇ ଅସନ୍ତୋଷ ବଢୁଛି

Scuba diver
ଦିଆଯାଉଛି ଟ୍ରେନିଂ, ମେଡାଲ ଆଣିଲେ ଓଡ଼ିଆ ପିଲା

ରାଉରକେଲାରେ ସବିର ବକ୍ସ । ପିଲାଙ୍କୁ ଦେଉଛନ୍ତି ସ୍ୱତନ୍ତ୍ର ତାଲିମ୍‌...ଅଲମ୍ପିକ ଲାଗି ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଗଦା ହେବ ମେଡାଲ ଉପରେ ମେଡାଲ

Divyang seeks for government support
ଗୁରୁଣ୍ଡି ଗୁରୁଣ୍ଡି ଟ୍ୟୁସନ୍‌ କଲେ ପରିବାରର ଭୋକ ମେଣ୍ଟିବ

ବଡ଼ ଅସହାୟ ରଞ୍ଜନ । ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି ମିଳୁନି ସରକାରୀ ସହାୟତା । ପରିବାର ମୁହଁରେ ଦାନା ଦେବା ପାଇଁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ପଢାଉଛନ୍ତି କିଛି ରୋଜଗାର କରୁଛନ୍ତି । ଏତିକିରେ ଯାହା ଯେତିକି ହେଉଛି

Aadhar card
ଅଧିକାର ଛଡାଇ ନେଲା ଆଧାରକାର୍ଡ : ଦିବ୍ୟାଙ୍ଗ ହେଲେ ବି ମିଳୁନି ସହାୟତା

ଛତିଶଗଡ ଝିଅ, ଓଡ଼ିଶା ବୋହୂ । ପ୍ରେମ ବିବାହ ପରେ ଓଡ଼ିଶାରେ ରହିଲେ । ଜନ୍ମରୁ ଦିବ୍ୟାଙ୍ଗ..ଚଲାବୁଲା ତାଙ୍କ ପକ୍ଷରେ କଷ୍ଟ । ଏମିତି ପରିସ୍ଥିତିରେ ବି ଭତ୍ତା ମିଳୁନି କି ଘର ଖଣ୍ଡିଏ ମିଳୁନି । ବ୍ଲକ୍‌ ପ୍ରଶାସନ କହୁଛନ୍ତି ଖୁବଶୀଘ୍ର ମିଳିବ ସହାୟତା

Heavy Rain
ଗୋଟିଏ ହାତରେ ଛତା..ଆଉ ଗୋଟାକରେ ଷ୍ଟିଅରିଂ । ଦୁର୍ଘଟଣାକୁ ଡାକିବା ସାର...

ହମ୍‌ ବର୍ଷାମେ ନେହିଁ ଭିଜେଙ୍ଗେ ! ଢୁ ଢୁ ବର୍ଷାରେ ବସ୍‌ରୁ ପଡୁଥିଲା ପାଣି । ଓଦା ନହେବାକୁ ଗୋଟିଏ ହାତରେ ଷ୍ଟିଅରିଂ ଅନ୍ୟ ହାତରେ ଥିଲା ଛତା । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ

Cremation
ସ୍ତ୍ରୀ-ପୁଅ ମରିଯିବା ପରେ...୯ ବର୍ଷ ହେଲାଣି ମଶାଣିରେ ରହୁଛି ଭଗବାନ

ଆଖି ସାମ୍ନାରେ ଚାଲିଗଲେ ସ୍ତ୍ରୀ ଆଉ ପୁଅ । ଝିଅ ବାହାଘର ପରେ ଘର ବି ଭାଙ୍ଗିଗଲା । ମୁଣ୍ଡ ଗୁଞ୍ଜିବାକୁ ଅଙ୍ଗନୱାଡି କେନ୍ଦ୍ରକୁ ଆଶ୍ରା କରିଥିଲେ ହେଲେ ସେଠାରୁ ବି ତଡି ଦେଲେ । ନିରାଶ୍ରୟ ହୋଇ ମଶାଣୀରେ ରହୁଛନ୍ତି ଭଗବାନ । ନାଳରୁ ପାଣି...

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି