• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

international year of millets 2023
'ଦ ମ୍ୟାଜିକ୍‌ ଅଫ୍‌ ମିଲେଟ୍‌'..ଜାଣନ୍ତୁ କ'ଣ ରହିଛି ଏହାର ଉପକାରିତା ?

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆଜିର ସମାଜରେ ବିଦ୍ୟାର୍ଥୀଙ୍କ ପାଇଁ ସୁଷମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଖ୍ୟାତନାମା ମାଷ୍ଟର ସେଫ୍‌ ବିଶ୍ୱଜିତ୍‌ ମହାରଥୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶତାଧିକ ଅଭିଭାବକଙ୍କୁ ମାଣ୍ଡିଆ,...

World Suicide Prevention Day
ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ; ମାନସିକ ଅବଶାଦକୁ କେମିତି କରିବେ ନିୟନ୍ତ୍ରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।

q
ଭୋଟ୍ ପୂର୍ବରୁ ପାଇକ ରାଜନୀତି; ପଲିଟିକ୍ସ ପଶାପାଲିରେ ଗଡ଼ିଲା ପାଇକ ଗୋଟି

ଭୋଟ୍ ପୂର୍ବରୁ ପାଇକ ରାଜନୀତି । ବିଜେପିର ପାଇକ କାର୍ଡକୁ ମାତ୍ ଦେବାକୁ ବିଜେଡିର ପ୍ଲାନ୍ । ଖୋର୍ଦ୍ଧା ବରୁଣେଇଠାରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ଉଦ୍ୟମ ବେଳେ ରାଜ୍ୟ ସରକାର ବି ତରବରିଆ ଭାବେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି...

G20 Summit 2023
G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

cuttack netaji bus terminal
ଅଡୁଆ ସୂତାରେ କଟକ ନେତାଜୀ ବସ୍ ଟର୍ମିନାଲ; ଉଦଘାଟନ ପୂର୍ବରୁ ଲାଣିଲାଣି ବିବାଦ

ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।

G 20 Summit 2023
ସରିଲା G20 ଶିଖର ସମ୍ମିଳନୀ; ବିଶ୍ୱ ମଞ୍ଚରୁ ଶାନ୍ତିର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍...

Kusum Tete
କୁସୁମଙ୍କ ପ୍ରଶ୍ନ ବାଣ : ୧୪ ମେ ଓ ୨୮ ଜୁନ୍‌ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ? କାହିଁକି ସଚିବ ବ୍ୟବହାର କରିଥିଲେ ହେଲିକପ୍ଟର?

କୁସୁମ ଟେଟେ ଆହୁରି ମଧ୍ୟ  ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ  ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ...

Surya Narayan Patro
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ...

Son Death Issue
ପୋଖରୀରେ ବୁଡି ମଲା ପୁଅ : ବଂଚାଇବା ଲାଗି ଠାକୁରାଣୀଙ୍କ ପାଖରେ ପୂଜା କରୁଛି ମାଆ

ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ

Elderly couple
‘ ଆମର କେହି ନାହାନ୍ତି, ଜଗନ୍ନାଥ ହିଁ ଆମର ସବୁକିଛି ’

ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା

Balasore Bride Death Mystery
ଗେହ୍ଲୁ ମୁଁ ଯାଉଛି କହି ଚିଠି ଲେଖିବା ପରେ...

ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍‌ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା...

Viral Video
ସିଏ ପରା ମାଆ : ଦୋକାନରେ ଫଳ ବିକୁଛନ୍ତି, ପିଲାଙ୍କୁ ପାଠ ପଢାଉଛନ୍ତି

ମାଆ ପରି କିଏ ହେବ ? ପିଲାଙ୍କ ପାଇଁ ଫଳ ଦୋକାନ କରିଛି । ସେହି ଦୋକାନରେ ବସି ବେପାର କରିବା ସହିତ ପିଲାଙ୍କୁ ପଢାଉଛି ପାଠ

Teacher
ପେଶାରେ ଶିକ୍ଷକ : ନିଶା ଗଛ ଲଗାଇବା...ବୁଲି ବୁଲି ଲଗାଉଛନ୍ତି

ଇଏ ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ତାଙ୍କର ପେଶା...କିନ୍ତୁ ପରିବେଶ ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଗାଁକୁ ଗାଁ ବୁଲୁଛନ୍ତି । ନିଜେ ତାଳଗଛ ଲଗାଇବା ସହିତ ପିଲାଙ୍କୁ ଗଛ ଲଗାଇବାର ଦେଉଛନ୍ତି ବାର୍ତ୍ତା

Rakhi Purnima
ରାକ୍ଷୀ ବନ୍ଧିବା ପରେ...କୁନି ଝିଅ ପାଖକୁ ଜଗାର ଆସିଲା ଚିଠି

ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ

2 Sister Seek Financial Help
ବାପା-ମାଆ ଯିବା ପରେ ୨ ଭଉଣୀଙ୍କୁ ସାହା ହେବ କିଏ ?

ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

ବାପାଙ୍କ ଶବ ପାଖରେ କାନ୍ଦୁଛନ୍ତି ଝିଅ ନିକି
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।

Unable to feed food to siblings
ମାଆ ଚାଲିଗଲା, ବାପା ଦାଦନ ଗଲେ... ୨କୁନି ଭାଇଭଉଣୀଙ୍କୁ ପାଳୁଛି ବଡ଼ ଭଉଣୀ

ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ।

Chandrayaan-3
ଇସ୍ରୋରେ ବୈଜ୍ଞାନିକ : ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ ପରେ ପ୍ରଶଂସା ସାଉଁଟୁଛନ୍ତି

ଓଡ଼ିଆ ମାଟିର ନାଁ ରଖିଲେ ପୀୟୂଷ । ଇସ୍ରୋରେ ବୈଜ୍ଞାନିକ ହେଲେ... ଚନ୍ଦ୍ରୟାନ-୩ ପାଇଁ କାମ କରୁଥିଲେ । ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବାପା-ମାଆଙ୍କଠୁ...ଗାଁ ଲୋକେ ସମସ୍ତେ ଖୁସ୍‌

Mid Day Meal
ହୃଦୟବାନ ଚୋର: ଅଧା ଚାଉଳ ନେଲା, ଅଧା ରଖିଦେଲା

ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।

Orphan girl
ବାପା-ମାଆ ଯିବା ପରେ...ବଡ ଭାଇର ସାହାରା ପାଲଟିଛି ସାନ ଭଉଣୀ

ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି