• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Divyang teacher
ଦିବ୍ୟାଙ୍ଗ ସାର୍‌ଙ୍କ ମାଗଣା ଟ୍ୟୁସନ୍‌...ପ୍ରଥମରୁ ପଂଚମ ସମସ୍ତେ ମାଗଣାରେ ପଢିବେ

ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ

Gajapati Marriage
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ସିଏ ଆମ ପାଇଁ ମରିଗଲା । ନିଜ ଜିଇଁଥିବା ଭଉଣୀ ପାଇଁ ମହିଳା ଜଣକ ଛାତିରେ ପଥର ରଖି କିଛି ଏମିତି କହିଛନ୍ତି । ଖାଲି ଭଉଣୀ ନୁହେଁ ବରଂ ଜନ୍ମକଲା ମାଆ ଓ ବାପା ବି କାନ୍ଦିକାନ୍ଦି ନିଜ କର୍ମକୁ ନିନ୍ଦିଛନ୍ତି । ଗୋଟେ ପଟେ ବିବାହ,...

Gajapati Marriage
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ରାତିରେ ଶୋଇଥିଲା...ଘରୁ କୁଆଡେ ପଳାଇଗଲା । ସକାଳ ହେବା ମାତ୍ରେ ଫଟୋ ଦେଖି ରାଗି ପୂରା ପଂଚମ ହେଲେ ପରିବାର ଲୋକେ । ଅନ୍ୟ ଜାତିରେ ବାହା ହୋଇଥିବାରୁ ପୁରୋହିତ ଡାକି ଶୁଦ୍ଧି ବି ହେଲେ

seek financial assistance
ଅଜଣା ରୋଗରେ ଘାଣ୍ଟି ହେଉଛନ୍ତି ରାଜୀବ...ସାହାଯ୍ୟ ପାଇଁ ଚାତକ ଭଳି ଅନେଇଛନ୍ତି

ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର।

Education system
ନିୟମିତ ଶିକ୍ଷକ ନାହାଁନ୍ତି, ଭଡ଼ା ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ !

୪୮ ପିଲାଙ୍କୁ ମାତ୍ର ଦୁଇଜଣ ଶିକ୍ଷକ । ଜଣେ ପ୍ରଧାନଶିକ୍ଷକ, ଆଉ ଜଣେ ଦୃଷ୍ଟିବାଧିତ । ବାରମ୍ବାର କହିବା ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । ପିଲାଙ୍କ ଭବିଷ୍ୟତ ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଅଣାଯାଉଛି ଜଣେ ଶିକ୍ଷକଙ୍କୁ

altered bike silencers
ସାବଧାନ ! ଉତ୍ପାତିଆ ଗାଡି ଡ୍ରାଇଭର, ଏଥର ଫାଇନ୍‌ ନୁହେଁ ସିଧା କୋର୍ଟରେ ସାକ୍ଷାତ

ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍‌ । ଏଥର ଫାଇନ୍‌ ନୁହେଁ ବରଂ ଦେଖାସାକ୍ଷାତ୍‌ କୋର୍ଟରେ ହେବ

Awas yojana
ଘର ଭାଙ୍ଗି ଫାଳଫାଳ ହେଲାଣି, ବିଡିଓ କହୁଛନ୍ତି ନୂଆ ତାଲିକାକୁ ଅପେକ୍ଷା କର

ମଥାଣ ଓଲାରି ଗଲାଣି । ବାଉଁଶ ଭାଙ୍ଗିଗଲାଣି । ଘରେ ପଶୁ ବି ରହିବନି । ହେଲେ ବି ଏମିତି ଦଦରା ଘରେ ରହୁଛନ୍ତି ଗୋଟିଏ ପରିବାର । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି... ବାବୁ କହୁଛନ୍ତି ନୂଆ ତାଲିକାକୁ ଅପେକ୍ଷା କର, ଦେଖିବା...

Engineers
ଉଚ୍ଚ ବେତନର ଚାକିରି ଛାଡ଼ିଲେ...ଏବେ ଜୋତା ତିଆରି କରି ରୋଜଗାର କରୁଛନ୍ତି...

ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍‌ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

Incense sticks
ପିଲାଙ୍କୁ ପାଠ ପଢାଇବା କଷ୍ଟକର ଥିଲା.. ଧୂପ ତିଆରି କାରଖାନା କରି ଆତ୍ମନିର୍ଭରଶୀଳ ହେଲେ

ସ୍ୱାମୀଙ୍କ ରୋଜଗାର କମ୍‌ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର

Hair Donate
ବୟସ ମାତ୍ର ୧୨...କ୍ୟାନସର ରୋଗୀଙ୍କୁ ଦେଇ ଦେଲେ କେଶ

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

India vs Pakistan
ଭାରତ ବନାମ ପାକିସ୍ତାନ ! ମ୍ୟାଚ୍‌ ଗୋଟିଏ, ରେକର୍ଡ ଅନେକ

ଦୁଇ ଭାରତୀୟ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲ ୧୯୪ ବଲରୁ ୨୩୩ ରନର ରେକର୍ଡ ଭାଗିଦାରୀ କରିଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୨ ୱିକେଟ ହରାଇ ବିଶାଳ ୩୫୬ ରନ୍ କରିଛି । ଏହି ରେକର୍ଡ ପାର୍ଟନରସିପ୍ ପୂର୍ବରୁ ପାକିସ୍ତାନ...

Aditya Need Help
ଅପରେସନ୍‌ ହେଲେ ମଳତ୍ୟାଗ କରିବେ ଆଦିତ୍ୟ, ହେଲେ ଡାକ୍ତର...

ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍‌ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ ।

Husband Wife Issue
ସ୍ତ୍ରୀର ନିର୍ଯାତନା ମୁଁ ସହିପାରୁନି...ଜୀବନ ହାରିବାକୁ ନିଷ୍ପତ୍ତି ନେଲି

ଦିନେ ଏକା ସାଙ୍ଗରେ ବଜାର ବୁଲୁଥିଲେ, ଫଟୋ ବି ଉଠାଉଥିଲେ । ହେଲେ ଏବେ ତାଙ୍କ ଫଟୋରେ ଫୁଲ ଦେଉଛନ୍ତି ପରିବାର ଲୋକ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୂରା ସତ । ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର...

Elephant
ସାରା ରାତି ମଂଚା ଉପରେ ଢାଉଁ ଢାଉଁ...ନହେଲେ ସକାଳୁ ବିଲ ହେବ ପଡ଼ିଆ

ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ

School Problem
ନୂଆ କଲେନି, ପୁରୁଣା ଭାଙ୍ଗିଦେଲେ...ବାରଦୁଆର ହେଉଛନ୍ତି ସ୍କୁଲ ପିଲା

ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...।

Marriage
ଯଦି ବାହାହେବ ଗାଁ ଭିତରେ ନହେଲେ ପୁରା ପରିବାରକୁ ବାସନ୍ଦ !

ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ । ସଂପର୍କୀୟ ହେଲେ ଚଳିବ ମାତ୍ର ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି...

School Problem
ଆଶ୍ଚର୍ଯ୍ୟ ! ସ୍କୁଲ ଯିବାକୁ ହେଲେ ଧୋଇବାକୁ ପଡ଼ିବ ଗୋଡ଼ ?

ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..

Women Seek Financial Help
ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ

ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ.. ଏପଟେ କୋଳରେ ୬ଟି କଅଁଳ ଜୀବନ… ମଥାର ସିନ୍ଦୂର ଲିଭିଗଲା ପରେ.. ମାଡ଼ିବସିଛି ଦୁଃଖର ପାହାଡ଼..ଏ ହେଉଛି ଜଣେ ଅସହାୟ ମାଆର କାହାଣୀ..

Odia tribal women
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ଅତିଥିଙ୍କୁ ଭେଟି ମୁଁ ବହୁତ ଖୁସି: ସୁବାସୋ ମହାନ୍ତ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ଅତିଥିଙ୍କୁ ଭେଟି ମୁଁ ବହୁତ ଖୁସି: ସୁବାସୋ ମହାନ୍ତ

NCRB Report
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି