• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

berhampur
ବିସ୍ଫୋରଣରେ ୨ ମୃତ, ୩ ଗୁରୁତର

ବ୍ରହ୍ମପୁର: ବିସ୍ଫୋରଣରେ ୨ ମୃତ, ୩ ଗୁରୁତର ହୋଇଛନ୍ତି। ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଗାଁରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ରସର ପାଇଁ ବିସ୍ଫୋରକ ଅନଲୋଡ୍ କରି ରଖିଲା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣ...

amrnath
ଜୁନ୍‌ ୨୮ ରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍‌...

ଭାରତରେ ୩୩ କୋଟି ଦେବତାଙ୍କୁ ଆରାଧନା କରାଯାଏ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଏହାରି ମଧ୍ୟରେ ଦେଶରେ ୪ ଧାମ ଓ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ପ୍ରତିବର୍ଷ ଲକ୍ଷାଧିକ ତୀର୍ଥ ଯାତ୍ରା କରିବାକୁ ଯାଉଥିବା ଦେଖାଯାଏ। ଆଉ ଅମରନାଥ ଯିବାର ମଜା କିଛି ନିଆରା।

Mamata Banerjee
ପଶ୍ଚିମବଙ୍ଗରେ ରାଲି ଓ ପ୍ରଚାର ସମୟକୁ କମ୍‌ କରିବାକୁ ନିଷ୍ପତ୍ତି ନେଲେ ଦିଦି

ବଙ୍ଗରେ ଆଉ ଅଧିକ ସମୟ ପ୍ରଚାର କରିବେ ନାହିଁ ଦିଦି। ଦେଶରେ ଲଗାତାର ସଂକ୍ରମଣ ହାର ବଢୁଥିବାରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଚାର ସଂପୂର୍ଣ୍ଣ ବନ୍ଦ କରିବେ ନାହିଁ ବରଂ ପ୍ରଚାର ସମୟକୁ କମାଇ ଦେବେ ବୋଲି ସୂଚନା ମିଳିଛି।

pipili.
ପିପିଲିରେ କାହାକୁ ଟିକେଟ୍‌ ଦେବ କଂଗ୍ରେସ?

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ମେ ୧୩ରେ ପଡ଼ିବ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ତେବେ ନୂଆ ତାରିଖ ଘୋଷଣା ପରେ ପୁଣି ପିପିଲି ମୁହାଁ ସବୁ ଦଳ

corona
ରାଜ୍ୟରେ ବି କରୋନା ରୋଗୀଙ୍କୁ ମିଳୁନାହିଁ ବେଡ୍‌, ଚେୟାରରେ ବସି ଅକ୍ସିଜେନ୍‌ ନେଉଛନ୍ତି କରୋନା ସଂକ୍ରମିତ

ଭାଗ୍ୟରେ ଥିଲେ ବେଡ୍, ବେଡ୍ ନଥିଲେ ଚଟାଣ, ଚଟାଣରେ ଜାଗା ନଥିଲେ ଚେୟାର୍, ଆଉ ଚେୟାର୍ ବି ନଥିଲେ ନିଜ ଗାଡ଼ି। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତରେ ଓ ବାହାରେ ମର୍ମାହତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Philip
ଅନ୍ତିମ ବିଦାୟୀ ନେଲେ ବ୍ରିଟେନର ରାଜା

ବ୍ରିଟେନର ରାଜା ଫିଲ୍ପପଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଛି। ସେଣ୍ଟ ଜର୍ଜ ଚାପେଲରେ ତାଙ୍କ ମରଶରୀର ସମାଧୀ ହୋଇଛି। ରାଜ ପରିବାରର ଅନ୍ୟ ୨୪ ସଦସ୍ୟଙ୍କ କବର ନିକଟରେ ଫିଲିପଙ୍କୁ ସମାଧିସ୍ଥ କରାଯାଇଛି। ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଫିଲିପଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Khajuri Rasa
ଖଜୁରୀ ରସ ପିଇବାକୁ ଜମୁଛି ପ୍ରବଳ ଭିଡ଼

ଉଦୁଉଦିଡ଼ ଖରାରୁ ଆଶ୍ୱସ୍ତି ଦେଉଛି ଖଜୁରୀ ରସ। ସକାଳୁ ସକାଳୁ ମୁନ୍ଦେ ଖଜୁରୀ ରସ ପିଇଦେଲେ ଆତ୍ମାକୁ ଯେମିତି ଶାନ୍ତି ମିଳିଯାଉଛି। ରାୟଗଡା ଜିଲ୍ଲା ଗୁଣପୁରରେ ଖଜୁରୀ ରସ ପିଇବାକୁ ଲୋକଙ୍କ ଭିଡ ଜମୁଛି।

KUMBHAKARA
ଆଉ ବିକ୍ରି ହେଉନାହିଁ କୁମ୍ଭକାରର ସାମଗ୍ରୀ, ଯେଉଁ ଦିନ ବେପାର ବନ୍ଦ ସେଦିନ ଖାଇବା ବି ବନ୍ଦ

ମନଲୋଭା, ଆକର୍ଷଣୀୟ ଭଳିକି ଭଳି ମାଟିପାତ୍ରକୁ ନେଇ ହାଟରେ ପସରା ମେଲାଇଛନ୍ତି କୁମ୍ଭକାର। ଆଶା ଭଲ ବ୍ୟବସାୟ ହେବ। ହେଲେ ସବୁଦିନ ସେହି ସମାନ ଚିତ୍ର। ଗ୍ରାହକଙ୍କର ବିଶେଷ ଚାହିଦା ନଥିବାରୁ ଦୁର୍ଦ୍ଦିନରେ ଗତି କରୁଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କୁମ୍ଭକାରମାନେ।

water
ଫେଲ୍‌ ମାରିଛି ବସୁଧା ଯୋଜନା, ପାଣି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ

ନଳକୂପ ଅଛି ହେଲେ ଉଠୁନି ପାଣି, ନଳ କୂପରେ ମୋଟର ଲଗାଇ ଉଠାଯାଉଛି ପାଣି। ଭାଗ ବାଣ୍ଟି ଗରାରେ ଜଳ ନେଇ ଚଳୁଛନ୍ତି ଲୋକେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମରେ।

COVASILD
ରାଜ୍ୟରେ ଆଜି ପହଞ୍ଚିଲା ୨ ଲକ୍ଷ ଟିକା

ରାଜ୍ୟରେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ସୂଚନା ମିଳିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡିଛି

corona-death
ପ୍ରତି ମିନିଟ୍‌ରେ ୮ ଜଣଙ୍କ ମୁଣ୍ଡ ନେଉଛି କରୋନା

କରୋନା ସ୍ଥିତି ସଙ୍ଗୀନ। ହୁ ହୁ ହୋଇ ବଢୁଛି ସଂକ୍ରମଣ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଏହି ଅଦୃଶ୍ୟ ମହାମାରୀରେ ଜୁଝି ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାରି ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ ପାର୍‌ ହେଲାଣି କରୋନା ଜନିତ ସଂକ୍ରମଣର ସଂଖ୍ୟା।

amit shah
ଦେଶରେ ଲାଗୁହେବ କି ଲକଡାଉନ୍‌? ଏନେଇ ଏମିତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା

ଚିନ୍ତା ବଢାଉଛି କରୋନା। ଦେଶରେ ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି।

coronavirus
କାହିଁକି ବଢୁଛି କରୋନା, ଏମ୍ସ ଡାକ୍ତର କଲେ ମହାଖୁଲାସା

କରୋନା ନାଁ ଶୁଣିଲେ ଏବେ  ସମସ୍ତେ ଛାନିଆଁ ହୋଇଯାଉଛନ୍ତି। କାରଣ ଏହି ଅଦୃଶ୍ୟ ମହାମାରୀ ଯେପରି ଭାବରେ ବଢୁଛି ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ତେବେ ଏଠାରେ ସାଧାରଣରେ ଏକ ପ୍ରଶ୍ନ ଆସେ, କାହିଁକି କରୋନା ମହାମାରୀ ଏତେ ମାତ୍ରାରେ ବଢିଲା?

Soro
ଟାୟାର୍‌ ଭିତରେ ଲୁଚି ଥିଲା ଯମ

ମୃତ୍ୟୁ କେମିତି, କେତେବେଳେ ଓ କେଉଁ ରୂପରେ ଆସିବ? କାହାକୁ ଜଣାନଥାଏ। ତେବେ ବେଳେବେଳେ ମୃତ୍ୟୁ ଏମିତି ଢଙ୍ଗରେ ଆସେ ଯାହା ମଣିଷକୁ ବ୍ୟସ୍ତବିବ୍ରତ କରିଦିଏ।

neta
ଆଗକୁ ରାଜନୀତି କରିବେ କି ଜଗତ୍‌ସିଂହପୁରର ଜିଲ୍ଲାପାଳ?

ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲେଇବେ କି ଜଗତ୍ସିଂହପୁର ଜିଲ୍ଲାପାଳ? ପାରାଦୀପ ଉପକଣ୍ଠ ଗଡ଼ କୁଜଙ୍ଗରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦେଇଥିବା ଭାଷଣକୁ ନେଇ ଏବେ ଜିଲ୍ଲାରେ ଏମିତି ଚର୍ଚ୍ଚା ଜୋରଧରିଛି

corona
ରାଜ୍ୟର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ କି କରୋନା ?

ପୁଣି ଚିନ୍ତାରେ ବ୍ୟବସାୟୀ। ପ୍ରଭାବିତ ହେବନି ତ ଜୀବନଜୀବିକା? କେମିତି ଚାଲିବ ଚୁଲା ଚକି ? ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କର୍ଫ୍ୟୁକୁ ନେଇ ଏମିତି ଆଶଙ୍କା ଭିତରେ ରାଜ୍ୟର ବ୍ୟବସାୟୀମାନେ ଅଛନ୍ତି

corona-increse
କରୋନା ପଞ୍ଝାରେ ଯୁବବର୍ଗ

ଜୋରଦାର ହେଲା କରୋନା ବିରୋଧୀ ଯୁଦ୍ଧ। ଆସନ୍ତାକାଲିଠାରୁ ରାଜ୍ୟର ସବୁ ସହରାଚଂଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଅତି ପ୍ରଭାବିତ ଛତିଶଗଡ ସୀମାନ୍ତ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ସପ୍ତାହନ୍ତ ସର୍ଟଡାଉନ୍ ବି ରହିବ

corona
କରୋନା ସ୍ଥିତି ଭୟଙ୍କର: ଶବ ନଆସୁଣୁ ପୋତିବା ଲାଗି ଜେସିବି ଖୋଳୁଛି ଗାତ

କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ମେଡିକାଲରେ ରୋଗୀଙ୍କୁ ଚିକିତ୍ସା କରାଇବାକୁ ଜାଗା ବି ମିଳୁନାହିଁ। ଆମ୍ବୁଲାନ୍ସରେ ଆସୁଥିବା ରୋଗୀଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା ମିଳିବା ତ ଦୂର କଥା ମେଡିକାଲ ଭିତରକୁ ପଶିବାକୁ ବି ଅନୁମତି ମିଳିପାରୁନାହିଁ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି